ଖଣିରେ ବ୍ଲାଷ୍ଟ ଓ ଅତଡ଼ା ଖସିବା ଘଟଣା, ମାଟି ଅତଡ଼ା ତଳେ ୨ ମୃତଦେହ ଥିବା ଅଗ୍ନିଶମ ଟିମ୍‌ର ସୂଚନା

ଢେଙ୍କାନାଳ ମୋଟଙ୍ଗା ପଥର ଖାଦାନରେ ଦୁର୍ଘଟଣା। ଏଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁଇ ଶ୍ରମିକ ବିସ୍ପୋରଣ ପାଇଁ ପଥରରେ ଡ୍ରିଲ କରୁଥିବା ବେଳେ ବଡ ବଡ ପଥର ଅତଡା ଖସି ପଡ଼ିଥିବାରୁ ଚାପି ହୋଇଯାଇଛନ୍ତି ।

Blast

ଖବର ଅନୁଯାୟୀ, ବିସ୍ପୋରଣ ପାଇଁ ଡିନାମାଇଟ୍ ଖଞ୍ଜିବାକୁ ବଡ଼ ବଡ଼ ପଥରରେ ଡ୍ରିଲ କରୁଥିବା ବେଳେ ଉପରୁ ବଡ ବଡ ପଥର ଖସି ପଡିଥିଲା। ଘଟଣାସ୍ଥଳରୁ ଖଣି ମାଲିକ ଓ ଅନ୍ୟ କର୍ମଚାରୀ ପଳାଇଯାଇଛନ୍ତି। ଫଳରେ ଦୁର୍ଘଟଣା ଘଟିବା ବେଳେ ଖଣିରେ କେତେଜଣ ଶ୍ରମିକ କାମ କରୁଥିଲେ ଓ କେତେଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନି। ସ୍ଥାନୀୟ ଗୋପାଳପୁର ଗାଁର ଏହି ଖଣିରେ କାମ କରୁଥିବା ଦୁଇ ଜଣ ଶ୍ରମିକ ଗତ କାଲିଠାରୁ ଘରକୁ ଫେରିନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+