ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଯୁବମୋର୍ଚ୍ଚା ଷ୍ଟାର୍ଟଅପ୍ ଟିମ୍; ଡିସେମ୍ବର ୫ରେ ଯୁବ ଉଦ୍ୟୋଗୀ ତାଲିମ କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସାକ୍ଷାତ କରିଛି ବିଜେପି ଯୁବମୋର୍ଚ୍ଚା ଷ୍ଟାର୍ଟଅପ୍ ଟିମ୍ । ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ କୁ ଯୁବାଭିମୁଖୀ ଏବଂ ରାଜ୍ୟରେ ଯୁବ ଉଦ୍ୟୋଗୀତା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ରାଜ୍ୟରେ ଷ୍ଟାର୍ଟ-ଅପ ଗୁଡିକର ଅଗ୍ରଗତି ସହ ଯୁବ ଉଦ୍ୟୋଗୀ ମାନେ କିପରି ଷ୍ଟାର୍ଟ-ଅପ ସମ୍ବନ୍ଧୀୟ ତାଲିମ ପାଇବେ ସେ ନେଇ ଆସନ୍ତା ୫ ଡିସେମ୍ବର ୨୦୨୪ ରେ ଏକ ଯୁବ ଉଦ୍ୟୋଗୀ ତାଲିମ କାର୍ଯ୍ୟକ୍ରମ ହେବା ନେଇ ନିଷ୍ପତ୍ତି ହୋଇଥିଲା ।

BJYM Startup Team

ଏହି ବୈଠକରେ ଓମକାର ପରିଡା , ଶୁଭଶ୍ରୀ ମିଶ୍ର, ଅଙ୍କିତା ଗଙ୍ଗଦେବ ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗୀ ଶଶାଙ୍କ ପାତ୍ର, ଯେଉଁମାନେ ସେମାନଙ୍କର ମୂଲ୍ୟବାନ ଇନପୁଟ୍ ସହିତ ଆଲୋଚନାରେ ସକ୍ରିୟ ସହଯୋଗ କରିଥିଲେ ।

ଓଡ଼ିଶାର ଯୁବକ ମାନଙ୍କୁ ସ୍ବାବଲମ୍ବୀ କରିବା ସହ ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ କରିବାକୁ ବିଜେପି ଯୁବମୋର୍ଚ୍ଚା ସଦସ୍ୟମାନେ ସରକାରଙ୍କୁ ନିବେଦନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+