ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ଜେପି ନଡ୍ଡା
Odisha News: ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା । ଆସନ୍ତାକାଲି ଅନୁଷ୍ଠିତ ହେବ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ଜେପି ନଡ୍ଡା । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, କାଲିଠୁ ଅନୁଷ୍ଠିତ ହେବ ବିଜେପିର ୨ ଦିନିଆ କର୍ମଶାଳା । ନୂଆ ବିଧାୟକଙ୍କୁ ସରକାର କିପରି ଚାଲେ ସେ ନେଇ ଗୁରୁମନ୍ତ୍ର ଦେବେ ନଡ୍ଡା । ଏହି କାର୍ଯ୍ୟକ୍ରମରେ ଅଭିଜ୍ଞ ସମ୍ପନ୍ନ ନେତାଙ୍କ ଠାରୁ ଆରମ୍ଭ କରି ନବାଗତମାନେ ଯୋଗ ଦେବେ ।












Click it and Unblock the Notifications