ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ: ୬ରେ ବିଜ୍ଞପ୍ତି, ୭ରେ ନାମାଙ୍କନ, ୮ରେ ଭୋଟ୍‌

ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି, ୭ରେ ନାମାଙ୍କନ । ୮ରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟ୍‌। ସୂଚନା ଦେଲେ ସହ ନିର୍ବାଚନ ଅଧିକାରୀ ଯତିନ୍ ମହାନ୍ତି ।

BJP state president election begins again

ସେପଟେ ସଭାପତି ପଦ ପାଇଁ ମତଦାନ ତାରିଖ ଘୋଷଣା ହେବା ପରେ କିଏ ହେବେ ସଭାପତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ସଭାପତି ପଦରେ ଥିବା ମନମୋହନ ସାମଲ ପୁଣି ପଦ ଦୋହରାଇବେ ନା ଅନ୍ୟ କେଉଁ ନେତାଙ୍କୁ ରାଜ୍ୟ ସଭାପତି ପଦ ମିଳିବ ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+