ଫେବୃଆରୀ ୯ରୁ ବିଜେପିର ଗାଁକୁ ଚାଲ ଅଭିଯାନ; ଗାଁ ଭୋଟ୍ ପାଇଁ ବିଜେପିର ସ୍ବତନ୍ତ୍ର ରଣନୀତି

ଫେବୃଆରୀ ୯ରୁ ବିଜେପିର ଗାଁକୁ ଚାଲ ଅଭିଯାନ । ଗ୍ରାମୀଣ ଭୋଟ୍ ହାତେଇବା ପାଇଁ ବିଜେପିର ସ୍ବତନ୍ତ୍ର ରଣନୀତି । ଫେବ୍ରୁଆରୀ ୯ରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିବ ବିଜେପି । ଫେବ୍ରୁଆରୀ ୯ରୁ ୧୧ ତାରିଖ ଯାଏଁ ୩ ଦିନ ଅଭିଯାନ ଚାଲିବ।

'ଓଡ଼ିଶାର ୧ କୋଟି ପରିବାର ପାଖରେ ପହଞ୍ଚିବାକୁ ବିଜେପି ଲକ୍ଷ୍ୟ ରଖିଛି । କେନ୍ଦ୍ର ଦେଉଥିବା ସହାୟତା ବାବଦରେ ଲୋକଙ୍କୁ ସଚେତନ କରାଯିବ ବୋଲି ବିଜେପି କହିଛି । ଏ ନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

bjp
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+