ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି , ଜାଣନ୍ତୁ କେଉଁ ଆସନରୁ କିଏ ଲଢିବ ?

ଭାରତୀୟ ଜନତା ପାର୍ଟି ରବିବାର ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆସିଲା ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା। କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା ହେବେ ଲୋକସଭା ପ୍ରାର୍ଥୀ । ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବରରୁ ଅପରାଜିତା ଷଡ଼ଙ୍ଗୀ । ପୁରୀରୁ ପ୍ରାର୍ଥୀ ହେବେ ସମ୍ବିତ ପାତ୍ର । ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ପ୍ରାର୍ଥୀ, ଜଗତସିଂହପୁର- ବିଭୁ ପ୍ରସାଦ ତରାଇ, ଆସିକା- ଅନିତା ଶୁଭଦର୍ଶିନୀ ,

bjp

ବ୍ରହ୍ମପୁର- ପ୍ରଦୀପ ପାଣିଗ୍ରାହୀ, କୋରାପୁଟ- କାଲେରାମ ମାଝୀ, ବରଗଡ଼- ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼- ଜୁଏଲ ଓରାମ, ବାଲେଶ୍ୱର- ପ୍ରତାପ ଷଡ଼ଙ୍ଗୀ, ଭଦ୍ରକ- ଅଭିମନ୍ୟୁ ସେଠୀ ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି, ବଲାଙ୍ଗିର- ସଙ୍ଗୀତା ସିଂହଦେଓ, କଳାହାଣ୍ଡି- ମାଳବିକା କେଶରୀ ଦେଓ, ନବରଙ୍ଗପୁର- ବଳଭଦ୍ର ମାଝୀ, କେନ୍ଦୁଝର- ଅନନ୍ତ ନାୟକ, ମୟୂରଭଞ୍ଜ- ନବଚରଣ ମାଝୀଙ୍କୁ ବିଜେପି ପ୍ରାର୍ଥୀ କରିଛି ।

ରାଜ୍ୟରେ ବିଜେପିର କେବଳ ୩ଟି ସଂସଦୀୟ କ୍ଷେତ୍ର କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+