ସରକାରଙ୍କ ବର୍ଷ ପୂର୍ତ୍ତି ପୂର୍ବରୁ ସଭାପତିଙ୍କ ନାଁ ଘୋଷଣା ହେବ'; ବିଜେପି ବିଧାୟକ

ରାଜ୍ୟ ବିଜେପି ସଭାପତି ଚୟନରେ ବିଳମ୍ବ ପ୍ରସଙ୍ଗ । ଆଜି ଏନେଇ ବିଜେପି ବିଧାୟକ ସରୋଜ ପ୍ରଧାନଙ୍କ ପ୍ରତିକ୍ରିୟା ଦେଉ କହିଛନ୍ତି ବଡ କଥା । ସରକାରଙ୍କ ବର୍ଷ ପୂର୍ତ୍ତି ପୂର୍ବରୁ ସଭାପତିଙ୍କ ନାଁ ଘୋଷଣା ହେବ' । 'ଏହାସହ ସମସ୍ତ ନିଗମ ଏବଂ ବୋର୍ଡ ମଧ୍ୟ ଗଠନ ହେବ''ଠିକ୍‌ ଏବଂ ଯୋଗ୍ୟ ଲୋକଙ୍କୁ ଆମେ ଦାୟିତ୍ବ ଦେବୁ' । ଆମର ସଂସଦୀୟ ବୋର୍ଡରେ ଖୁବ୍‌ଶୀଘ୍ର ଘୋଷଣା ହେବ' ।

BJP
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+