SI ନିଯୁକ୍ତି ମହାଘୋଟାଲା ନେଇ ବିଜେପି ବିଧାୟକ ବାବୁ ସିଂଙ୍କ ବଡ଼ ବୟାନ, କହିଲେ ....
SI ନିଯୁକ୍ତି ମହାଘୋଟାଲା ନେଇ ବିଜେପି ବିଧାୟକ ବାବୁ ସିଂଙ୍କ ବଡ଼ ବୟାନ । ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡ଼ାଯିବନି: ବାବୁ ସିଂ। ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଜମା ଛଡ଼ାଯିବନି'। ଶଙ୍କର ପୃଷ୍ଟିଙ୍କ ବ୍ରହ୍ମପୁର ଅଫିସ ବିଜେଡି ନେତାଙ୍କ ଘର ନୁହେଁ ତ?'। ବିଗତ ଦିନରେ ଅତୀତର ସରକାର ଅମଳରେ ଦୁର୍ନୀତି ବଢିଥିଲା'। କେବଳ ଛୋଟ ମାଛ ନୁହେଁ, ବଡ଼ ମାଛଙ୍କ ସମୟ ଆସୁଛି'।













Click it and Unblock the Notifications