ବିରୋଧୀଙ୍କୁ କଡା ଜବାବ ଦେଲେ ବିଜେପି ବିଧାୟକ ବାବୁ ସିଂହ

ଓଡ଼ିଆ ପକ୍ଷ ପାଳନକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କଟାକ୍ଷ ପ୍ରସଙ୍ଗରେ ଜବାବ ରଖିଲେ ବିଜେପି ବିଧାୟକ ବାବୁ ସିଂ । ସେ କହିଛନ୍ତି, ନାଲି ଚଷମା ପିନ୍ଧିଥିବା ଲୋକଙ୍କୁ ସମଗ୍ର ଦୁନିଆଟା ନାଲି ହିଁ ଦେଖାଯିବ । ୨୪ ବର୍ଷ ହେଲା ଅସ୍ମିତା ଅର୍ଥ ବୁଝିପାରିଲେ ନାହିଁ । ୨୪ବର୍ଷ ଧରି ଶାସନ ଗାଡ଼ିର ଷ୍ଟିୟରିଂ ଧରିଥିଲେ ।

Babu Singh

ଅତୀତ ଇତିହାସ ଉପରେ ସାଧାରଣ ଜ୍ଞାନ ଗରିମା ରହିବା ଦରକାର । ଅସ୍ମିତାକୁ ନେଇ ସେମାନେ ଅଲଗା ଅର୍ଥରେ ଭାବୁଛନ୍ତି ତାଙ୍କୁ ଭାବିବାକୁ ଦିଅନ୍ତୁ ବୋଲି ବିରୋଧୀ ଦଳ ଉପନେତାଙ୍କୁ ଜବାବ ଦେଇଛନ୍ତି ବାବୁ ସିଂ । ଉଡ୍ର, ଉତ୍କଳ, କଳିଙ୍ଗ, ଓଡ଼ିଶା ନେଇ ସମନ୍ଵୟ ରହିଛି । ଆମ ସମନ୍ୱୟର ଠାକୁର କାଳିଆ ଠାକୁର ବୋଲି କହିଛନ୍ତି । ମତ ପାର୍ଥକ୍ୟ ରହିବା ଅନୁଚିତ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+