ରାଜ୍ୟରେ ବାକି ଥିବା ୩ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି, ଜାଣନ୍ତୁ ଦଳ କାହାକୁ କେଉଁଠୁ କରିଲା ପ୍ରାର୍ଥୀ

ଭୁବନେଶ୍ୱର : ଓଡ଼ିଶା ପାଇଁ ବାକି ଥିବା ୩ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । । କଟକ ପାଇଁ ପ୍ରାର୍ଥୀ ହେଲେ ଭର୍ତ୍ତୃହରି ମହତାବ । ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମ୍‌ପି ଭର୍ତ୍ତୃହରି ଭାଜପାରେ ଯୋଗ ଦେଇଥିଲେ । ଭର୍ତ୍ତୃହରି କଟକରୁ ଏମ୍‌ପି ଭାବେ ୬ଥର ନିର୍ବାଚିତ ହୋଇଥିଲେ । ଗତ ୨୨ରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେଇଥିଲେ । ପରେ ସେ ବିଜେପିରେ ହୋଇଥିଲେ ସାମିଲ ଆଉ ଆଜି ଦଳ ତାଙ୍କୁ କଟକ ସଂସଦୀୟ କ୍ଷେତ୍ରରୁ କରିଛି ପ୍ରାର୍ଥୀ ।

bjp

ସେପଟେ ଯାଜପୁର ଲୋକସଭା ଆସନରୁ ବିଜେପି ରବୀନ୍ଦ୍ର ନାରାୟଣ ବେହେରା ଙ୍କୁ କରିଛି । ଆଉ କନ୍ଧମାଳରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ପାଣିଗ୍ରାହୀ । ତେବେ ଏହି ଲୋକସଭା ଆସନ ସହ ବିଜେପି ରାଜ୍ୟରେ ସମସ୍ତ ୨୧ ଲୋକସଭା ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+