ବିଜେପି ଦୀର୍ଘ ବର୍ଷ ସଂଘର୍ଷ କରି ୨୦୨୪ରେ ସରକାର ଗଠନ କରିଛି', ଜୟନାରାୟଣ ମିଶ୍ର
ନୂଆ ରାଜନୈତିକ ଦଳ ଗଠନ ଚର୍ଚ୍ଚା ଉପରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । ପୂର୍ବରୁ ବି ଏହି ନେତାମାନେ ଅନେକ ପ୍ରକାର ଦଳ କରି ବିଫଳ ହୋଇଛନ୍ତି' । ବିଭିନ୍ନ ଦଳ ଗଠନ ହୋଇଛି, କିନ୍ତୁ ସେମାନ କେବେ ସଫଳ ହୋଇନାହାନ୍ତି' । ତେଣୁ ତୃତୀୟ ସାମ୍ମୁଖ୍ୟ ଦ୍ବାରା ଓଡ଼ିଶାରେ କିଛି ଫରକ ପଡ଼ିବ ନାହିଁ' । ବିଜେପି ଦୀର୍ଘ ବର୍ଷ ସଂଘର୍ଷ କରି ୨୦୨୪ରେ ସରକାର ଗଠନ କରିଛି ।' ବହୁ ଦିନର ଏହା ସଂଘର୍ଷ, ରାତାରାତି ସରକାରକୁ ଆସିନୁ ବୋଲି ଜୟନାରାୟଣ କହିଛନ୍ତି । ଧୈର୍ଯ୍ୟ ଧରି ସଂଘର୍ଷ କଲେ ଫଳ ମିଳିପାରେ, ଏମାନଙ୍କ ପାଖରେ ଧୈର୍ଯ୍ୟ ନାହିଁ' ।













Click it and Unblock the Notifications