BJP: ଆଜି ବସିବ ବିଜେପିର କୋର କମିଟି ବୈଠକ
ଆଜି ବସିବ ବିଜେପିର କୋର କମିଟି ବୈଠକ। ରାଜ୍ୟ କାର୍ଯ୍ୟାଳୟରେ ବସିବ କୋର କମିଟି ବୈଠକ। ରାଜ୍ୟ ସଭାପତି, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ରହିବେ। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହିବେ।

ରାଜ୍ୟ ସାଂଗଠନିକ ନିର୍ବାଚନ ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା। ରାଜ୍ୟ ସଭାପତି ନିର୍ବାଚନ ନେଇ ମଧ୍ୟ ହୋଇପାରେ ଆଲୋଚନା।












Click it and Unblock the Notifications