ବିଜେଡିର ସାଂଗଠନିକ ନିର୍ବାଚନ; ବହୁ ବରିଷ୍ଠ ନେତାଙ୍କୁ ମିଳିଲା ବଡ ଦାୟିତ୍ଵ
ବିଜେଡି ସଙ୍ଗଠନରେ ବଡ଼ ପରିବର୍ତ୍ତନ । ହଟିଲା ସଙ୍ଗଠନ ସମ୍ପାଦକ ପଦ । ଗତ ସାଧାରଣ ନିର୍ବାଚନ ପରେ ବିଜେଡିର ବଡ଼ ଧରଣର ସାଙ୍ଗଠନିକ ପରିବର୍ତ୍ତନ ଘଟିଛି, ଯେଉଁଥିରେ ପୂର୍ବରୁ ଦଳରେ ଥିବା ସାଙ୍ଗଠନିକ ସମ୍ପାଦକ ପଦକୁ ଉଠାଇ ଦିଆଯାଇଛି । ପୂର୍ବରୁ ଏହି ପଦରେ ପ୍ରଣବ ପ୍ରକାଶ ଦାସ ଥିବାବେଳେ, ନୂଆ ସାଙ୍ଗଠନିକ ଦାୟିତ୍ୱରେ କିନ୍ତୁ ଏହି ପଦ ଆଉ ରହିନାହିଁ ।













Click it and Unblock the Notifications