୬ ଘଣ୍ଟିଆ ବନ୍ଦ ଡାକରାକୁ ପ୍ରତ୍ୟାହୃତ କଲା ବିଜେଡି

ଆନ୍ଦୋଳନ ପ୍ରତ୍ୟାହୃତ କଲା ବିଜେଡି । ସାମୟିକ ଭାବେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି ବିଜୁ ଜନତା ଦଳ । ଭରତପୁର ଥାନା ହାଇଡ୍ରାମା ଘଟଣାରେ ମଙ୍ଗ୬ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ଡାକରା ଦେଇଥିଲା ବିଜେଡି ।

bjd

ଖବର ଅନୁଯାୟୀ, କିଛି ଦିନ ତଳେ ଭରତପୁର ଥାନାରେ ପୋଲିସ ସହ ସେନା କ୍ୟାପଟେନ୍‌ ଏବଂ ବାନ୍ଧବୀଙ୍କ ହାଇଡ୍ରାମା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଥାନ୍ତା ବିଜେଡି । ଏନେଇ ରବିବାର ପ୍ରେସ୍‌ମିଟ ଜରିଆରେ ସୂଚନା ଦେଇଥିଲା ବିଜେଡି । ଏହି ସୂଚନା ଅନୁସାରେ ମଙ୍ଗଳବାର ଦିନ ସକାଳ ୬ରୁ ଦିନ ୧୨ ଯାଏଁ ଭୁବନେଶ୍ୱରରେ ଆନ୍ଦୋଳନ କରିଥାନ୍ତା ଦଳ ।

ଏହି ଆନ୍ଦୋଳନରେ ପୁରା ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରାରୁ କେବଳ ଅତ୍ୟାବଶକୀୟ ସେବାକୁ ବାଦ୍‌ ଦିଆଯାଇଥିଲା । ହେଲେ ଆନ୍ଦୋଳନ ଡାକରା ଦେବାର ଗୋଟିଏ ଦିନ ପରେ ପ୍ରତ୍ୟାହୃତ ହୋଇଛି । ବିଜେଡି ପକ୍ଷରୁ ମଙ୍ଗଳବାର ଦିନ ହେବାକୁ ଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+