ବିଜେଡିର ହେବ ନବକଳେବର: ଭାଙ୍ଗିଲା ସମସ୍ତ ପ୍ରମୁଖ ସଙ୍ଗଠନ

ବିଜେଡିର ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ । ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

BJD

ବିଜୁ ମହିଳା ଜନତା ଦଳକୁ ଭାଙ୍ଗିବା ସହିତ, ବିଜୁ ଯୁବ ଓ ଛାତ୍ର ସଙ୍ଗଠନ, ଶ୍ରମିକ ସାମ୍ମୁଖ୍ୟ ଓ ଲିଗାଲ ସେଲକୁ ଭାଙ୍ଗି ଦିଆଯାଇଛି । ତେବେ ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି । ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଖୁବଶୀଘ୍ର ବିଜେଡିର ନବକଳେବର ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+