୬ରେ ଆନ୍ଦୋଳନ କରିବ ବିଜେଡି
Odisha News: ୬ ତାରିଖରେ ଲୋୟର ପିଏମ ଜିରେ ବିଜେଡିର ଆନ୍ଦୋଳନ । ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡି କରିବ ଆନ୍ଦୋଳନ, ବଢୁଥିବା ଦର ନିୟନ୍ତ୍ରଣ କରିବା ପାଇଁ ବିଜେଡି ରାସ୍ତାକୁ ଓହ୍ଲାଇବ । ସେହିପରି ୬ ତାରିଖ ପରେ ୩୦ ଜିଲ୍ଲାରେ ଆନ୍ଦୋଳନ କରିବ ବିଜେଡି । ରାଜ୍ୟରେ ବଢୁଥିବା ଦରଦାମ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି ।













Click it and Unblock the Notifications