ଆରମ୍ଭ ହେଲା ବିଜେଡିର ପ୍ରଶିକ୍ଷଣ ଶିବିର

Odisha News: ଆରମ୍ଭ ହେଲା ବିଜେଡିର ପ୍ରଶିକ୍ଷଣ ଶିବିର । ଆଜି ତାଲିମ ନେଉଛନ୍ତି ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ । ଶଙ୍ଖ ଭବନରେ ବିଜେଡିର ନବ ନିର୍ବାଚିତ ବିଧାୟକଙ୍କୁ ତାଲିମ ଦେବେ ପୁରୁଣା ବିଧାୟକ । ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।

BJD

ସୂଚନା ଅନୁସାରେ, ନବ ନିର୍ବାଚିତ ୧୮ ବିଜେଡି ସହ ବିଧାୟକଙ୍କ ସମେତ ଅନ୍ୟ ବିଧାୟକ ମଧ୍ୟ ତାଲିମ ନେବେ । ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ । ଗତ ୧୭ ଓ ୧୮ ତାରିଖରେ ବିଧାନସଭାରେ ବିଜେପି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଯାହାକୁ କଂଗ୍ରେସ ଓ ବିଜେଡି ବୟକଟ୍ କରିଥିଲେ । ଉଭୟ ଦଳ ଏହି ପ୍ରଶିକ୍ଷିଣ ଶିବିରରେ ଯୋଗ ଦେଇ ନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+