ବିରୋଧୀ ଆସନରେ ବସି ବିଜେଡି ଗୁଜବ କରୁଛି, ଆଇନ ମନ୍ତ୍ରୀ
ବିରୋଧୀ ଦଳ ବିଜେଡିକୁ କଟାକ୍ଷ କଲେ ଆଇନ ମନ୍ତ୍ରୀ । ବିରୋଧୀ ଆସନରେ ବସି ବିଜେଡି ଗୁଜବ କରୁଛି' । ଅଦିନିଆ ରଥଯାତ୍ରା ଉପରେ ସରକାର ନଜର ରଖିଛନ୍ତି'। ବିଜେଡି ଅମଳରେ ନୂଆପଡ଼ାରେ ଅଦିନିଆ ରଥଯାତ୍ରା ହୋଇଥିଲା' ।
ଆଲୋଚନା ମାଧ୍ୟମରେ ଆମେ ଏହା ବନ୍ଦ କରିଥିଲୁ' ।













Click it and Unblock the Notifications