Get Updates
Get notified of breaking news, exclusive insights, and must-see stories!

ଆଜି ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ

ଆଜି ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ । ବିଜୁ ଜନତା ଦଳର ଆଜି ରୌପ୍ୟ ଜୟନ୍ତୀ ବା ସିଲଭର୍ ଜୁବଲି । ଆଜିର ଏହି ଖାସ ଦିନ ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।

ପୁରୀ: ପୁରୀରେ ବିଜେଡି ପାଳୁଛି ୨୬ ତମ ପ୍ରତିଷ୍ଠା ଦିବସ । ଶଙ୍ଖନାଦରେ କମ୍ପୁଛି ଶ୍ରୀକ୍ଷେତ୍ର । ବିଜୁ ଜନତା ଦଳର ଆଜି ରୌପ୍ୟ ଜୟନ୍ତୀ ବା ସିଲଭର୍ ଜୁବଲି । ଆଜିର ଏହି ଖାସ ଦିନ ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।

ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ବ୍ୟାପକ ଆୟୋଜନ କରାଯାଇଛି । ବିଜେଡିର ରୌପ୍ୟ ଜୟନ୍ତୀ ସମାରୋହରେ ସାମିଲ ହେବେ ପ୍ରାୟ ୪୦ରୁ ୫୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା । ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

BJD Foundation Day

୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳକୁ ଆଜି ୨୫ ପୂରି ୨୬ ଚାଲିଲା । ୧୯୯୮ରେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ହୋଇଥିଲା । ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା ବିଜେଡି । ୨୦୦୦ରେ ସରକାରକୁ ଆସିଥିଲା ବିଜେଡି ଓ ବିଜେପି ମେଣ୍ଟ । ୨୦୦୯ରେ ବିଜେଡି ମେଣ୍ଟରୁ ଓହରିବା ପରେ ପ୍ରତି ନିର୍ବାଚନ ଏକାକୀ ଲଢ଼ି ଆସୁଛି। ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ଚାଲିଛି ବିଜେଡି । ଆଜି ପୁରୀରୁ ୨୦୨୪ ଲଢ଼େଇ ପାଇଁ ଭିତ୍ତିଭୂମି ପକାଇବ ଦଳ । ଯାହା ଉପରେ ରହିଛି ସମସ୍ତଙ୍କ ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+