ଉପନିର୍ବାଚନରେ ବିଜେଡି ସମର୍ଥିତି ପ୍ରାର୍ଥୀଙ୍କ ବିପୁଳ ବିଜୟ

ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ଜିଲ୍ଲା ପରିଷଦ, ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ଉପନିର୍ବଚନରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି ।

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ଜିଲ୍ଲା ପରିଷଦ, ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ଉପନିର୍ବଚନରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି । ଗୁରୁବାର ଘୋଷିତ ହୋଇଥିବା ଫଳାଫଳରେ ବିଜେଡି 2ଟି ଜିଲ୍ଲା ପରିଷଦ ସିଟ ଅକ୍ତିଆର କରିଛି ।

bjd

ସେହିପରି ଭାବେ 13 ଗ୍ରାମ ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜାୟୀ ହୋଇଛନ୍ତି । ଅନ୍ୟ 8 ସ୍ଥାନରେ ବିଜେଡି ସମର୍ଥିତ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଛନ୍ତି ।

ନୂଆପଡା ଜିଲ୍ଲାର କୋମନା ବ୍ଲକର 2ନ ଜୋନରେ ବିଜେଡି ପ୍ରାର୍ଥୀ 10924 ଖଣ୍ଡ ଭୋଟ ବ୍ୟବାଧାନରେ ବିଜୟୀ ହୋଇଛନ୍ତି । ଏହି ଜୋନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅବନୀ ଯୋଶୀ 16017ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର 13 ନଂ ଜୋନରେ ବିଜେଡି ପ୍ରାର୍ଥୀ 9634 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ଭୈରଗୁଡା ଏବଂ ଧର୍ମଗଡ ବ୍ଲକର ସାନ୍ଧିକୁରାଲିରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୀୟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+