ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ, ସ୍ନେହାଙ୍ଗିନୀ ଛୁରିଆ କହିଲେ କାରସାଦି ହୋଇଛି

ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ । କାରସାଦି ହୋଇଥିବା ଅଭିଯୋଗ କଲେ ସ୍ନେହାଙ୍ଗିନୀ ଛୁରିଆ । ଯେଉଁ ଭୋଟ ମେସିନ୍‌ରେ ଆସିଛି ମୁଁ ତାକୁ ଆଗ୍ରାହ୍ୟ କରୁଛି । ଫଳାଫଳକୁ ମୁଁ ଖଣ୍ଡନ କରୁଛି, ନିର୍ବାଚନ କମିଶନଙ୍କୁ ମଧ୍ୟ ନିନ୍ଦା କରୁଛି । 'ନିର୍ବାଚନ ଦିନ ସଂଧ୍ୟା ୫ରେ ୭୫%, ୭ଟାରେ ୭୭% ମତଦାନ ଜଣାଇଲେ । ପରଦିନ ଦିନ ୧୦ଟାରେ ୮୧% ଓ ୧୨ଟାରେ ୮୩.୪୫% କହିଲେ । ନୂଆପଡ଼ା ନିର୍ବାଚନରେ ଅନେକ ଗୁଡ଼ିଏ ବିରଳ ରେକର୍ଡ ସୃଷ୍ଟି ହୋଇଛି । ସ୍ବାଧୀନତା ପରଠୁ ନୂଆପଡ଼ାରେ ଭୋଟିଂ ପ୍ରତିଶତ ୭୦% ଭିତରେ ରହିଛି ।ଉପନିର୍ବାଚନରେ କଣ ହେଲା ୪୧ଟି ବୁଥ୍‌ରେ ୯୦%ରୁ ଅଧିକ ଭୋଟ୍ ।

Snehangini
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+