୧୮ ତାରିଖରୁ ଚିଲିକାରେ ପକ୍ଷୀଗଣନା
ଚଳିତମାସ ୧୮ ତାରିଖରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହେବ। ୫ଟି ରେଞ୍ଜରେ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ। ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା, ଚିଲିକାରେ ପକ୍ଷୀଗଣନା ହେବ।

ଏହି ଗଣନା ପାଇଁ ୨୧ଟି ଟିମ୍, ପ୍ରତି ଟିମ୍ରେ ୪ରୁ ୫ ଜଣ ରହିବେ ବୋଲି କହିଛନ୍ତି ଡିଏଫ୍ଓ। ସେହିପରି ୨୦ରୁ ୨୨ ପର୍ଯ୍ୟନ୍ତ ଚିଲିକାରେ ଡଲ୍ଫିନ୍ ଗଣନା ହେବ।












Click it and Unblock the Notifications