ବାର୍ଡ ଫ୍ଲୁ ଆତଙ୍କ; ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ

ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍‌ । ନିମାପଡା କୋଠକୁସାଙ୍ଗ ଗାଁରେ କେନ୍ଦ୍ରୀୟ ଟିମ୍‌ ଅନୁଧ୍ୟାନ କରୁଛନ୍ତି । ବାର୍ଡ଼ ଫ୍ଲୁରେ ସଂକ୍ରମିତ ହୋଇଥିବା ଗାଁର ଫାର୍ମ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି । ଏହି ଟିମ୍ ସହ ପ୍ରାଣୀ ଚିକିତ୍ସା ଅଧିକାରୀ, ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ଉପସ୍ଥିତ ଅଛନ୍ତି ।

Bird Flu

ନିମାପଡାରେ ବାର୍ଡ଼ ଫ୍ଲୁ ସଂକ୍ରମଣ ହୋଇଥିବା ପ୍ରଥମ ଫାର୍ମରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହିତ କୁକୁଡ଼ା ଚାଷୀଙ୍କ ସହିତ ଆଲୋଚନା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+