କିଛିଦିନର ବ୍ୟବଧାନ ପରେ ପୁଣି ଓଡିଶାକୁ ଫେରିଛି ବାର୍ଡ ଫ୍ଲୁ। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ କୁକୁଡ଼ା ଫର୍ମରେ ଶତାଧିକ ସଂଖ୍ୟାରେ କୁକୁଡ଼ା ମାରୁଥିବା ଦେଖାଯାଇଛି।ଯାହାକୁ ନେଇ କୃଷ୍ଣପ୍ରସାଦ ବ୍ଲକ୍ ରେ ବାର୍ଡ ଫ୍ଲୁ ହୋଇଥବା ସନ୍ଦେହ କରାଯାଉଛି।