ଭିତରକନିକାରେ ଆଜିଠୁ ହେବ ପକ୍ଷୀ ଗଣନା, ଗଠନ କରାଯାଇଛି ୩ଟି ଟିମ୍

ଆଜିଠୁ ଭିତରକନିକାରେ ପକ୍ଷୀ ଗଣନା । ୩ଦିନ ଧରି ପକ୍ଷୀ ଗଣନା କରାଯିବ । ସକାଳ ୬ଟାରୁ ଦିନ ୧୨ଟା ଯାଏ ପକ୍ଷୀ ଗଣନା କରାଯିବ। ଏଥିପାଇଁ ୩ଟି ଟିମ୍ ଗଠନ କରାଯାଇଛି ।

କନିକା ରେଞ୍ଜର ମଠ ଆଡିଆ, ଲକ୍ଷ୍ମୀ ପ୍ରସାଦ ଡିଆ, ଦୂର୍ଗା ପ୍ରସାଦ ଡିଆ ଓ ରାଜନଗର ରେଞ୍ଜ ବାଲି ଡିଆରେ ପକ୍ଷୀ ଗଣନା ଚାଲିଛି । ଚଳିତବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ଆଶା ରଖିଛି ବନବିଭାଗ ।

Bird count to begin in Bhitarkanika from today
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+