ରାଜ୍ୟରେ ଆଜିଠୁ ବିଦେଶାଗକ ପକ୍ଷୀଗଣନା ଜାରି
Odisha News: ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଦେଶାଗତ ପକ୍ଷୀଗଣନା ଜାରି ରହିଛି । ଭିତରକନିକା, ଚିଲିତା, ବ୍ରହ୍ମଗିରି, ଗଣାଇ, ସମ୍ବଲପୁରରେ ପକ୍ଷୀଗଣନା । ଭିତରକନିକାରେ ୫ଟି ରେଞ୍ଜରେ ୧୮ଟି ଟିମ୍ ନିୟୋଜିତ । ବଣାଇ ଡିଭିଜନରେ ୭ଟି ରେଞ୍ଜରେ ୧୮ଟି ଟିମ୍ ସେହିପରି ଚିଲିକାର ୫ଟି ରେଞ୍ଜରେ ୨୧ଟି ଦଳ, ସମ୍ବଲପୁର ହୀରାକୁଦ ଡ୍ୟାମରେ ୩୨ଟି, ପୁରୀ ବନଖଣ୍ତରେ ୫ଟି ରେଞ୍ଜରେ ୨୫ଟି ଦଳ, କୋରପୁଟ ବନାଞ୍ଚଳର ୫ଟି ରେଞ୍ଜରେ ୫ଟି ଦଳ ଟିମ୍ ନିୟୋଜିତ ଅଛି ।













Click it and Unblock the Notifications