ଜାନୁଆରୀ ୧୮ରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା
Odisha News: ଜାନୁଆରୀ ୧୮ ତାରିଖରୁ ହୀରାକୁଦ ଡ୍ୟାମରେ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା । ଚଳିତ ବର୍ଷ ଅକ୍ଟୋବର ମାସରୁ ବିଦେଶୀ ପକ୍ଷୀ ହୀରାକୁଦ ଡ୍ୟାମକୁ ଆସୁଛନ୍ତି । ଯେଉଁମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ସେହିପରି ଆସନ୍ତା ମାସ ୧୮ରୁ ପକ୍ଷୀଗଣନା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ DFO ଅଂଶୁପ୍ରଜ୍ଞା ଦାସ।













Click it and Unblock the Notifications