ଟ୍ରକ୍‌ ସହ ଧକ୍କା ପରେ ଜଳିଗଲା ବାଇକ୍‌; ବାପପୁଅ ମୃତ

ବୋଲବମ୍ ଭ୍ୟାନ ଧକ୍କାରେ ବାଇକରେ ଥିବା ବାପା ଓ ପାଞ୍ଚ ବର୍ଷ ପୁଅ ମୃତ୍ୟୁବରଣ କରିଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି କୋରାପୁଟ ସଦର ଜାତୀୟ ରାଜପଥ ୩୨୬ର କନ୍ୟାଶ୍ରମ ନିକଟରେ। ଦୁର୍ଘଟଣା ଏମିତି ହେଇଛି ଯେ ଭ୍ୟାନଟି ବାଇକକୁ ଧକ୍କା ଦେଲା ପରେ ହୁତୁହୂତୁ ହୋଇ ଜଳୁଛି ବାଇକ।

Bike catches

ବୋଲବମ୍ ଭ୍ୟାନ ଧକ୍କାରେ ବାଇକରେ ଥିବା ବାପା ଓ ପାଞ୍ଚ ବର୍ଷ ପୁଅ ମୃତ୍ୟୁବରଣ କରିଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି କୋରାପୁଟ ସଦର ଜାତୀୟ ରାଜପଥ ୩୨୬ର କନ୍ୟାଶ୍ରମ ନିକଟରେ। ଭ୍ୟାନଟି କାକରିଗୁମାରୁ ବୋଲ ଭମ ଭକ୍ତଙ୍କୁ ଧରି ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲା। ଏବଂ ବାଇକ ଆରୋହୀ ଜଣକ କୋରାପୁଟର ପୋଡାଗଡ ଅଭିମୁଖେ ଯାଇଥିଲେ। ମୃତକଙ୍କ ପରିଚୟ ମିଳି ପାରିନାହିଁ। ବାପା ପୁଅଙ୍କ ମୃତଦେହ ରାସ୍ତାରେ ପଡ଼ି ରହିଛି।
ସୂଚନା ଅନୁଯାୟୀ, ଭ୍ୟାନଟି କାକରିଗୁମାରୁ ବୋଲ ଭମ ଭକ୍ତଙ୍କୁ ଧରି ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲା। ଏବଂ ବାଇକ ଆରୋହୀ ଜଣକ କୋରାପୁଟର ପୋଡାଗଡ ଅଭିମୁଖେ ଯାଇଥିଲେ। ମୃତକଙ୍କ ପରିଚୟ ମିଳି ପାରିନାହିଁ। ବାପା ପୁଅଙ୍କ ମୃତଦେହ ରାସ୍ତାରେ ପଡ଼ି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+