ବାଇକକୁ ପିଟିଦେଲା ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ବାପା ଝିଅଙ୍କ ଜୀବନ

ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍ ।

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍ । ଯାହା ଫଳରେ ଘଟଣାସ୍ଥଳରେ ବାପା ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଖମାର ଗ୍ରାମର ସୁନୀଲ କୁମାର ସାହୁ ଓ ତାଙ୍କ ଝିଅ ସଂଗୀତା ସାହୁ ବୋଲି ଜଣାପଡ଼ିଛି ।

Accident

ସୁନିଲ ସାହୁ କଣିହାଁ ବ୍ଲକରେ କାମ କରୁଥିଲେ। ଝିଅ ସଙ୍ଗୀତା ସାହୁ କଣିହାଁ ବ୍ଲକରେ ଅଙ୍ଗନୱାଡିର ସୁପର ଭାଇଜର ରୂପେ କାମ କରୁଥିଲେ। ଆଜି ସକାଳେ ସୁନିଲ ଖମାର ଅଞ୍ଚଳରୁ କଣିହାଁ ଅଭିମୁଖେ ନିଜ ଝିଅ ନେଇ ବାଇକ୍‌ରେ ଯାଉଥିଲେ। ଏତିକି ବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପା ଝିଅଙ୍କ ମୃତ୍ୟୁ ହୋଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭରକୁ କାବୁ କରି ନିସ୍ତୁକ ମାଡ କାରିଛନ୍ତି ଲୋକେ। ଫଳରେ ଟ୍ରକ୍‌ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+