ବିହାର ନିର୍ବାଚନ: ଆଜିଠୁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ, ୨୪୩ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ

ବିହାର ନିର୍ବାଚନ ପାଇଁ ଆଜିଠୁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ। ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ଓ ମହାମେଣ୍ଟ ପ୍ରାର୍ଥୀ ଘୋଷଣାକୁ ଦ୍ବନ୍ଦ୍ବ ଦେଖାଦେଇଥିବା ବେଳେ ପ୍ରଶାନ୍ତ କିଶୋର ଆଗୁଆ ଗୋଟିଚାଳନା କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ୫୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କିନ୍ତୁ ନିଜେ ପ୍ରଶାନ୍ତ କିଶୋର ଏଥର ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ।

Bihar Elections

ଜନ ସୁରାଜ ପକ୍ଷରୁ ପ୍ରଦେଶ ଅଧ୍ୟକ୍ଷ ମନୋଜ ଭାରତୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ପପୁ ସିଂହ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି । ରାଜ୍ୟର ୨୪୩ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ବର ୬ରେ ପ୍ରଥମ ପର୍ୟ୍ୟାୟରେ ୧୨୧ ଆସନରେ ମତଦାନ ହେବ। ନଭେମ୍ବର ୧୧ ଦ୍ୱିତୀୟ ପର୍ୟ୍ୟାୟରେ ୧୨୨ଟି ଆସନରେ ମତଦାନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+