Get Updates
Get notified of breaking news, exclusive insights, and must-see stories!

Bigg Boss 18 Winner: ଜାଣନ୍ତୁ ଏଥର 'ବିଗ୍ ବସ୍ 18' ଟ୍ରଫି କିଏ ଜିତିବ

Bigg Boss 18 Winner: ରିଆଲିଟି ସୋ 'ବିଗ୍ ବସ୍ 18'ବର୍ତ୍ତମାନ ଶେଷ ପର୍ଯ୍ୟାୟର ପହଞ୍ଚିଛି । ଏହି ସୋ'ର ଗ୍ରାଣ୍ଡ ଫିନାଲେ ଜାନୁଆରୀ 19 ରେ ହେବ । ଏହି ସୋ'ରେ Vivian Dsena, କରଣଭୀର ମେହେରା, ଶିଳ୍ପା ଶିରୋଡର, ରଜତ ଦଲାଲ, ଚୁମ୍ ଦରଙ୍ଗ, ଅବିନାଶ ମିଶ୍ର, ଇଶା ସିଂହ, ଶ୍ରୁତିକା ଅର୍ଜୁନ ଏବଂ ଚାହତ ପାଣ୍ଡେଙ୍କ ଭଳି ଷ୍ଟାରମାନେ ନଜର ଆସୁଛନ୍ତି। ଏଥର ସୋ'କୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଥିଲା । ସୋ'ର ବିଜେତାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି ।

ସମସ୍ତେ ନିଜ ନିଜ ପ୍ରିୟ ପ୍ରତିଯୋଗୀଙ୍କୁ ବିଜେତା ଭାବେ ଦେଖିବା ପାଇଁ ଚାହୁଁଛନ୍ତି ଏବଂ ସମର୍ଥନ କରୁଛନ୍ତି । ବର୍ତ୍ତମାନ ସମାଲୋଚକ କମଲ ଆର ଖାନ (KRK) ମଧ୍ୟ ଏ ବିଷୟରେ ପୋଷ୍ଟ କରିଛନ୍ତି। ସୋ'ର ବିଜେତା କିଏ ହେବ ସେନେଇ ସେ ଖୁଲାସ କରିଛନ୍ତି ।

ସୋସିଆଲ ମିଡିଆ ପୋଷ୍ଟରେ ସେ ଲେଖିଛନ୍ତି- 'ବିଗ୍ ବସ୍ 18 ର ଶୀର୍ଷ ପ୍ରତିଯୋଗୀମାନଙ୍କ ତାଲିକାରେ Vivian Dsenaଙ୍କ ନାଁ ପ୍ରଥମରେ ରହିଛି । ଦ୍ୱିତୀୟ ସ୍ଥାନରେ କରଣ ଭୀର ମେହେରା ଏବଂ ଶିଳ୍ପା ଶିରୋଦକର ତୃତୀୟ ସ୍ଥାନରେ ଅଛନ୍ତି।

Bigg Boss 18

Ormax Media ରିପୋର୍ଟ ଅନୁଯାୟୀ ଗତ ସପ୍ତାହରେ ରଜତ ଦଲାଲ ଏକ ନମ୍ବରରେ ରହିଛନ୍ତି । Vivian Dsena 2 ନମ୍ବର ଏବଂ କରଣଭୀର ମେହେରା ତୃତୀୟ ନମ୍ବର ରହିଛନ୍ତି । ତେବେ ୱିନର୍ ଜାଣିବା ପାଇଁ ପ୍ରଶଂସକମାନଙ୍କୁ ଜାନୁଆରୀ 19 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ବିଗ୍ ବସ୍ ଫାଇନାଲ୍ ବିଷୟରେ କହିବାକୁ ଗଲେ ଏହା ଜାନୁଆରୀ 19 ଅନୁଷ୍ଠିତ ହେବ । ଆପଣ ଏହି ଗ୍ରାଣ୍ତ ଫାଇନାଲ୍ ଜିଓ ସିନେମା ଏବଂ କଲର୍ସ ଟିଭିରେ ଶୋ'ର ଦେଖି ପାରିବେ । ଫାଇନାଲ୍ ରାତି 9 ଟାରୁ ଆରମ୍ଭ ହେବ ପ୍ରାୟ 3 ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ସୂଚନା ଅନୁସାରେ, ବିଜେତାକୁ 50 ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ରାଶି ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+