ଜିଏଟି ଟିମକୁ ବଡ ସଫଳତା, ଜବତ କଲେ ଦେଢ଼ କ୍ଵିଣ୍ଟାଲ ରୂପା

ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗକୁ ବଡ଼ ସଫଳତା । ସମ୍ବଲପୁର ରେଙ୍ଗାଲି ଝୁରିପଡ଼ାରୁ ଏକ କାର୍‌ରୁ ଜବତ ହୋଇଛି ଦେଢ କ୍ୱିଣ୍ଟାଲ ରୂପା ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ଦେଢ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

silver

ଖବର ଅନୁଯାୟୀ, ଏକ କାର୍‌ ଯୋଗେ ବିପୁଳ ପରିମାଣର ରୂପା କୌଣସି ସ୍ଥାନକୁ ଯାଉଥିଲା । ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ କୌଣସି ସୁତ୍ରରୁ ଖବର ପାଇ ରେଙ୍ଗାଲି ଝୁରିପଡ଼ା ନିକଟରେ କାର୍‌କୁ ଅଟକାଇଥିଲା । ଆଉ ସିଜ୍‌ ପରେ କାର୍‌ରୁ ପ୍ରାୟ ଦେଢ କ୍ୱିଣ୍ଟାଲ ରୂପା ଥିବା ଜାଣିବାକୁ ପାଇଥିଲା ଜିଏସ୍‌ଟି ଟିମ୍‌ । ଏହାପରେ ଜବତ ରୂପାକୁ ସମ୍ବଲପୁର ଜିଏସ୍‌ଟି କାର୍ଯ୍ୟାଳୟରେ କାର୍ଯ୍ୟାଳୟକୁ ଆଣିଥିଲା । ଏହାପରେ ସମସ୍ତ ଜବତ ରୂପାର ଓଜନ ହୋଇଥିଲା । ଆଉ ସଠିକ୍‌ ପରିଣାମ ଦେଢ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+