Get Updates
Get notified of breaking news, exclusive insights, and must-see stories!

ଗ୍ରାହକଙ୍କୁ ବଡ ଝଟକା, ପୁଣି ବଢିଲା ସୁନା ରୂପା ଦର

ଆମେରିକା ଭେନେଜୁଏଲା ତିକ୍ତତା ମଧ୍ୟରେ ସୁନା ଓ ରୂପା ଦାମ୍‌ ପୁଣି ବଢିଛି । ରୁପା ଦାମ୍‌ ଗୋଟିଏ ଦିନରେ କିଲୋଗ୍ରାମ ପିଛା ୮ହଜାର ଟଙ୍କା ବଢିଥିବା ବେଳେ ସୁନା ଦାମ୍‌ ୧୦ଗ୍ରାମ୍‌ ପିଛା ୧୫୦୦ ଟଙ୍କା ବୃଦ୍ଧି ପାଇଛି । ସୋମବାର ୨୨କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପିଛା ୧୪୫୦ଟଙ୍କା ବୃଦ୍ଧି ପାଇ ୧,୨୫,୯୫୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ୍‌ ସୁନା ୧୦ଗ୍ରାମ୍‌ ପିଛା ୧୫୮୦ଟଙ୍କା ବୃଦ୍ଧି ପାଇ ୧,୩୭, ୪୦୦ ଟଙ୍କା ହୋଇଛି ।

gold and silver prices

ରୁପା ଦାମ୍‌ କିଲୋଗ୍ରାମ୍‌ ପିଛା ୮ହଜାର ଟଙ୍କା ବଢି ୨,୬୫,୦୦୦ଟଙ୍କା ହୋଇଛି । ଦୁଇ ଦିନର ବିରତି ପରେ ସୋମବାର ଏହି ବୃଦ୍ଧି ନିବେଶକଙ୍କୁ ଆକୃଷ୍ଟ କରୁଥିବା ବେଳେ ଗ୍ରାହକମାନେ ଚିନ୍ତାରେ ପଡିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+