ବଡ ଖବର, ଅଗଷ୍ଟ ମାସରେ ଏତିକି ଦିନ ଛୁଟି ରହିବ ସ୍କୁଲ- କଲେଜ !

ଓଡ଼ିଶାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଅଗଷ୍ଟ ମାସରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସଗୁଡ଼ିକ ପ୍ରାୟ ୧୦ ଦିନ ଛୁଟି ରହୁଛି। ଛାତ୍ରୀଛାତ୍ରମାନଙ୍କ ପାଇଁ ଖୁସି ଖବର । ପୁଣି ୧୦ ଦିନ ସ୍କୁଲ ଛୁଟି ହେବାକୁ ଯାଉଛି । ଜାଣନ୍ତୁ ଏହା କେଉଁଠି ଓ କେଉ କେଉଁ ଦିନ ସ୍କୁଲ ଛୁଟି ରହିବ?

chools and colleges in August

୯ ଅଗଷ୍ଟ ରକ୍ଷା ବନ୍ଧନ - ଭାଇ-ଭଉଣୀ ପ୍ରେମର ଏକ ପର୍ବ, ପାରମ୍ପରିକ ଭାବରେ ସ୍କୁଲଗୁଡ଼ିକ ଛୁଟି ରହିବ। ୧୦ ଅଗଷ୍ଟ ରବିବାର ପଡୁଥିବାରୁ ଏହି ଦିନ ସ୍କୁଲ, କଲେଜ ଓ ଅଫିସ ବନ୍ଦ ରହିବ। ୧୫ ଅଗଷ୍ଟ ସ୍ୱାଧୀନତା ଦିବସ - ଏହି ଦିନ ପତାକା ଉତ୍ତୋଳନ ପରେ ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରାଯାଏ। ତେଣୁ ସ୍କୁଲ କଲେଜ ସହ ଅଫିସ ଛୁଟି ରହିବ । ୧୬ ଅଗଷ୍ଟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ - ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଛୁଟି। ୧୭ ଅଗଷ୍ଟ ଛାତ୍ରୀଛାତ୍ରମାନେ ଲଗାତାର ୩ ଦିନ ଛୁଟି ପାଇବେ । ରବିବାର ଥିବାରୁ ସ୍କୁଲ କଲେଜରେ ପାଠ ପଢା ବନ୍ଦ ରହିବ । କାର୍ଯ୍ୟାଳୟରେ ମଧ୍ୟ କାମ ହେବ ନାହିଁ ।

୨୭ ଅଗଷ୍ଟ ଗଣେଶ ଚତୁର୍ଥୀ ଯୋଗୁଁ ସ୍କୁଲ ମାନଙ୍କରେ ପୂଜା ପରେ ଛୁଟି । ଗଣେଶ ପୂଜା ପର ଦିନ ନୂଆଁଖାଇ ପଡୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଦିନ ଛୁଟି ପଡିବ । ସରକାରୀ ଛୁଟି ବ୍ୟତୀତ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଅଗଷ୍ଟରେ ମୋଟ ୧୨ ଦିନ ଛୁଟି ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+