Get Updates
Get notified of breaking news, exclusive insights, and must-see stories!

ମହମ୍ମଦ ମୋକିମ୍‌ଙ୍କ ବଡ଼ ସୂଚନା , କହିଲେ ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ

ନୂଆ ଦଳ ଗଠନ କରିବେ ମହମ୍ମଦ ମୋକିମ୍‌ । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା କରାଯିବ ବୋଲି ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବଡ ସୂଚନା ଦେଇଛନ୍ତି ମୋକିମ୍‌ । ସେ କହିଛନ୍ତି ନୂଆ ଦଳ ଗଠନ ନେଇ ସମୀକରଣ ଚାଲିଛି, ପୁରା ରାଜ୍ୟରୁ ମତାମତ ନିଆଯାଉଛି । ଆସନ୍ତା ୧୨ତାରିଖରେ ଯୁବ ସମାବେଶରେ ଏକାଠି ହେବେ ରାଜ୍ୟର ଅନେକ ଯୁବ ପୀଢି । ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ । ନୂଆ ଦଳର ନାମ ଲୋକ କଂଗ୍ରେସ ଦିଆଯିବ ବୋଲି ସୂଚନା ମିଳିଛି ।

mokim

ପୂର୍ବରୁ କଂଗ୍ରେସର ଏହି ବରିଷ୍ଠ ନେତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରିଛନ୍ତି ବୋଲି କହିଥିଲେ । ତେବେ ଏହାପରେ ସେ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । ନିଜ ଶୁଭେଚ୍ଛୁଙ୍କ ପରାମର୍ଶ ଅନୁସାରେ ଆଗାମୀ ପଦକ୍ଷେପ ଗ୍ରହଣ କରିବେ ବୋଲି ମୋକିମ କହିଥିଲେ । ଦଳର ଶୀର୍ଷ ନେତୃତ୍ୱଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଦଳରୁ ବହିଷ୍କୃତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+