ରାସନକାର୍ଡଧାରୀଙ୍କ ପାଇଁ ବଡ ଖବର; ଇ-କେୱାଇସି କରିନଥିଲେ ଆଉ ମିଳିବନି ସୁଯୋଗ

ରାସନକାର୍ଡ ଇ-କେୱାଇସି କରିନଥିବା ଲୋକଙ୍କ ପାଇଁ ବଡ ଖବର । ରାସନ୍ କାର୍ଡ e-KYC ଆବେଦନ ନ କରିଥିଲେ ଆଉ ସୁଯୋଗ ମିଳିବନି । ଆସନ୍ତା ୧୫ ତାରିଖ ରାସନ କାର୍ଡ ଋ-ଳଚ୍ଚମ ଆବେଦନର ଶେଷ ତାରିଖ । ଆଉ ସମୟ ଅବଧି ବଢିବା ନାହିଁ । ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ e-KYC କରି ନାହାନ୍ତି । ଯେଉଁମାନେ e-KYC କରି ନାହାନ୍ତି, ସେମାନେ କରି ଦିଅନ୍ତୁ । ତେବେ ଯେଉଁମାନେ ନ କରିବେ । ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ । ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ।

ସରକାରୀ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଯେଉଁ ସରକାରୀ ଅଫିସର ମାନେ ରାସନ୍ କାର୍ଡ ନେଇଛନ୍ତି ସମସ୍ତେ ସରେଣ୍ଡର କରିଦିଅନ୍ତୁ । ସରେଣ୍ଡର ପିରିୟଡ ଶେଷ ହେଇ ଯିବା ପରେ ଯଦି ସରକାରୀ ଅଧିକାରୀ ସରେଣ୍ଡର କରି ନଥିବେ, ତେବେ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ ଆକ୍ସନ ନେବେ ସରକାର ।

Big news for ration card holders

ତେବେ ବହୁତ ସରକାରୀ ଅଧିକରୀ ସରେଣ୍ଡର କରି ସାରିଛନ୍ତି । ଯେଉଁମାନେ ଆବେଦନ କରିଛନ୍ତି । ସେଗୁଡ଼ିକର ଯାଞ୍ଚ ଚାଲିଛି । ଏବେ ପୋର୍ଟାଲ ଖୋଲାଯିବ । ଯେଉଁମାନେ ନୂଆ କରୀ ଆବେଦନ କରିବେ । ସେମାନଙ୍କ ଆଦେଦନକୁ ବିଚାରକୁ ନିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+