ଆସିଲା ବଡ ଖବର , ବାତ୍ୟା ଦାନା ପାଇଁ ସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା
ସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା। ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ପ୍ରିଲିମକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ସ୍ଥଗିତ ନେଇ ଓପିଏସ୍ସି ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ୭ଦିନ ମଧ୍ୟରେ ନୂଆ ପରୀକ୍ଷା ତାରିଖ ଆସିବ ବୋଲି ଓପିଏସ୍ସି କହିଛି।

ସୂଚନାନୁସାରେ, ଆସନ୍ତା ରବିବାର ଅର୍ଥାତ୍ ୨୭ ତାରିଖରେ ପ୍ରିଲିମ ପରୀକ୍ଷା ଥିଲା। ହେଲେ ବାତ୍ୟାକୁ ନେଇ ସ୍ଥଗିତ ରଖାଯାଇଛି।












Click it and Unblock the Notifications