ଆସିଲା ବଡ ଖବର, ବିଦ୍ୟୁତ୍ ସଂସ୍ପର୍ଶରେ ୧୦ ଶିଶୁ ଗୁରୁତର

ଦିଗପହଣ୍ଡିରେ ବଡ ଅଘଟଣ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି କୁନିକୁନି ୧୦ ଶିଶୁ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫାସିଗୁଡ଼ା ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ତେବେ ଗାଁରେ ନାଟକ ଚାଲିଥିଲା, ବର୍ଷା ଯୋଗୁଁ ମଞ୍ଚ ତଳେ ଆଶ୍ରୟ ନେଇଥିଲେ ଛୋଟ ଛୋଟ ପିଲା ।

electrocuted

ଆଉ ସେହି ମଞ୍ଚ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ ବିଦ୍ୟୁତ ଝଟକା ଖାଇଥିଲେ କୁନି କୁନି ପିଲାମାନେ । ଅସୁସ୍ଥ ଶିଶୁଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+