ସୁନା ଦରକୁ ନେଇ ଆସିଲା ବଡ ଖବର, ଗ୍ରାହକ ଖୁସି

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଖବର । ମେ' ୨୯ ଅର୍ଥାତ୍‌ ଗୁରୁବାର ହ୍ରାସ ହୋଇଛି ସୁନା ଦର । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୭,୦୪୦ ଟଙ୍କା ରହିଛି । ଗତକାଲି ଏହା ୯୭,୪୮୦ ଟଙ୍କା ଥିଲା । ଏଥିରେ ୪୪୦ ଟଙ୍କା ହ୍ରାସ ହୋଇଛି।

gold prices

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୮୮,୯୫୦ ଟଙ୍କା ରହିଛି । ଗତକାଲି ଏହା ୮୯,୩୫୦ ଟଙ୍କା ଥିଲା । ଏଥିରେ ୪୦୦ ଟଙ୍କା ହ୍ରାସ ହୋଇଛି।୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୭୨,୭୮୦ ଟଙ୍କା ରହିଛି । ଗତକାଲି ଏହା ୭୩, ୧୧୦ ଟଙ୍କା ଥିଲା । ଏଥିରେ ୩୩୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ କମ୍‌ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୦୯୦ ଟଙ୍କା ରହିଛି । ଗତକାଲି ଏହା ୧୧,୧୦୦ ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+