ଲଘୁ ଖଣିଜ ଚୋରି ପଛରେ ବଡ଼ ଲୋକ: ରାଜା ସ୍ବାଇଁ
୨୦୧୫ରୁ ୨୨ ମଧ୍ୟରେ ଲଘୁ ଖଣିଜ ହେରଫେର ନେଇ CAG ତଥ୍ୟ ପ୍ରସଙ୍ଗ । CAG ତଥ୍ୟରେ ସତ୍ୟତା ରହିଛି କହିଲେ ବରିଷ୍ଠ ବିଜେଡି ନେତା ରାଜା ସ୍ବାଇଁ । ଆଗରୁ ଚୋରି ହେଉଥିଲା, ଏବେ ବି ଚୋରି ହେଉଛି' । ଆଦିବାସୀ ଅଞ୍ଚଳରୁ ଗୋଡ଼ି ବାଲି ଭଳି ଲଘୁ ଖଣିଜ ଚୋରି ହେଉଛି'। 'ଲଘୁ ଖଣିଜ ଚୋରି ହେବା ପଛରେ ବହୁ ବଡ଼ ଲୋକ ରହିଛନ୍ତି' ବୋଲି ସେ କହିଛନ୍ତି ।













Click it and Unblock the Notifications