ବୋର୍ଡ ଉପସଭାପତିଙ୍କ ଗିରଫଦାରି ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା
ବୋର୍ଡ ଉପସଭାପତିଙ୍କ ଗିରଫଦାରି ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ରହିଛି' । ଅଫିସ ସମୟ ବାଦ୍ ୧୦୦ ଥର କଥା ହେବାର ପ୍ରମାଣ ମିଳିଛି' ।
ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା ନ ଥିଲା' ।

ନିହାର ବାବୁଙ୍କ ପାଖରେ OTET ପ୍ରଶ୍ନପତ୍ର ସମ୍ପର୍କିତ ପାସ୍ୱାର୍ଡ ଥିଲା' । ପାସୱାର୍ଡ ବ୍ୟବହାର କରି ବୋର୍ଡ ଉପସଭାପତି ଡିଲିଟ୍ କରିବା କଥା, କରି ନ ଥିଲେ' । ଜିତନ ମହାରଣାଙ୍କୁ ଲାପଟପ୍ ବ୍ୟବହାର ପାଇଁ ଅନୁମତି ଦେଇଥିଲେ'। ଏନେଇ କଣ ଆର୍ଥିକ କାରବାର ହୋଇଛି ନା ନାହିଁ, ତାହାର ତଦନ୍ତ ଚାଲିଛି' ।












Click it and Unblock the Notifications