ବାଲେଶ୍ୱର FM କଲେଜ ତଦନ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା, କହିଲେ ...

ବାଲେଶ୍ୱର FM କଲେଜ ତଦନ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା । ବହୁତ ପ୍ରମାଣ ଯୋଗାଡ଼ କରିଛୁ, ଏବେ ବି ତଦନ୍ତ ଜାରି ରହିଛି । ତଦନ୍ତରେ ବହୁ ଲିଡ୍‌ ମିଳି ସାରିଛି- ବିନୟତୋଷ ମିଶ୍ର । ପୂର୍ବରୁ ଯେଉଁମାନେ ଯାହା ମତ ଦେଇଥିଲେ, ଏବେ ତାହା ବଦଳୁଛି ।
ଜବତ ସିସିଟିଭି ଷ୍ଟେଟ୍ ଫୋରେନସିକ୍‌ ଲ୍ୟାବ୍‌କୁ ପଠାଯିବ ।

Crime Branch
ପ୍ରତ୍ୟକ୍ଷଦର୍ଶୀ ଓ କମିଟି ସଦସ୍ୟଙ୍କୁ ପଚରାଉଚରା ଜାରି ରହିଛି । ଡିଜିଟାଲ୍‌ ପ୍ରମାଣକୁ ନେଇ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିବୁ । ଘଟଣା ପୂର୍ବରୁ ମୃତ ଛାତ୍ରୀ ପୋଲିସକୁ ଜଣାଇଥିଲେ କି ପ୍ରଶ୍ନରେ ରଖିଲେ ମତ। ଛାତ୍ରୀ ଜଣଙ୍କ ଏନେଇ ପୋଲିସକୁ ଜଣାଇ ନ ଥିଲେ ବୋଲି କହିଛନ୍ତି ବିନୟତୋଷ ମିଶ୍ର ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+