ପାଣ୍ଡରାଠାରେ ହେବ ବଡ ମାଛ ମାର୍କେଟ: ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ପାଣ୍ଡରାଠାରେ ହେବ ବୃହତ ମାଛ ମାର୍କେଟ। ଆସନ୍ତାକାଲି ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ଏକର ଜାଗାରେ ନିର୍ମାଣ ହେବ ଏହି ମାଛ ମାର୍କେଟ। ୪ ନମ୍ବର ହୋଲସେଲ ମାଛ ମାର୍କେଟ ପାଇଁ ବିଭିନ୍ନ ସମସ୍ୟା ହେଉଥିଲା । ତିନି ବର୍ଷ ହେଲା ପ୍ଲାନ ଥିଲା । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ୫୦ କୋଟି ଟଙ୍କା ମିଳିଛି। କିନ୍ତୁ ଏହା ପାଖାପାଖି ୬୦-୮୦ କୋଟି ଟଙ୍କାର ପ୍ରକଳ୍ପ ରହିବ । ଏଥିରେ ରିଟେଲ ବ୍ୟବସାୟୀଙ୍କ ସମେତ ହୋଲସେଲର, କୋଲ୍ଡ ଷ୍ଟରେଜ ସମେତ ମାଛଚାଷୀ, ବ୍ୟବସାୟୀ ଓ ଗ୍ରାହକ ସମସ୍ତେ ଉପକୃତ ହୋଇପାରିବେ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ।

modi

ପାଣ୍ଡରାଠାରେ ହେବ ବୃହତ ମାଛ ମାର୍କେଟ। ଆସନ୍ତାକାଲି ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ଏକର ଜାଗାରେ ନିର୍ମାଣ ହେବ ଏହି ମାଛ ମାର୍କେଟ। ୪ ନମ୍ବର ହୋଲସେଲ ମାଛ ମାର୍କେଟ ପାଇଁ ବିଭିନ୍ନ ସମସ୍ୟା ହେଉଥିଲା । ତିନି ବର୍ଷ ହେଲା ପ୍ଲାନ ଥିଲା । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ୫୦ କୋଟି ଟଙ୍କା ମିଳିଛି। କିନ୍ତୁ ଏହା ପାଖାପାଖି ୬୦-୮୦ କୋଟି ଟଙ୍କାର ପ୍ରକଳ୍ପ ରହିବ । ଏଥିରେ ରିଟେଲ ବ୍ୟବସାୟୀଙ୍କ ସମେତ ହୋଲସେଲର, କୋଲ୍ଡ ଷ୍ଟରେଜ ସମେତ ମାଛଚାଷୀ, ବ୍ୟବସାୟୀ ଓ ଗ୍ରାହକ ସମସ୍ତେ ଉପକୃତ ହୋଇପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+