ସରକାରଙ୍କ ବଡ଼ ନିଷ୍ପତ୍ତି,ବାଣିଜ୍ୟିକ ପ୍ରତିଷ୍ଠାନର ସାଇନ୍‌ବୋର୍ଡରେ ଓଡ଼ିଆ ଲେଖା ହେବ ବାଧ୍ୟତାମୂଳକ

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟକୁ ପ୍ରୋତ୍ସାହନ ଓ ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିବଦ୍ଧତାକୁ ଅନୁସରଣ କରି ତଥା ଜନସାଧାରଣଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷା ଲିପିର ବ୍ୟବହାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ କରିଛନ୍ତି।ଯେକୌଣସି ଛୋଟ ହେଉ କି ବଡ଼ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନେମ୍ ପ୍ଲେଟ୍ ବାଧ୍ୟତାମୂଳକ କଲେ ସରକାର। ଓଡିଆରେ ନାମଫଳକ ନଲେଖିଲେ ଦେବାକୁ ପଡ଼ିବ ଜରିମାନା। ୧୦୦ କି ୨୦୦ ନୁହେଁ ଯଦି ଓଡ଼ିଆରେ ନାମଫଳକ ନଲଗେଇବେ ତାହାଲେ ଦିନକୁ ଦେବାକୁ ପଡ଼ିବ ୫୦୦ ଟଙ୍କା।

MOHAN MAJHI

କେବଳ ସେତିକି ନୁହେଁ ସରକାର ୫୫ ଦିନର ସମୟ ସୀମା ଦେଇଛନ୍ତି। ଆଉ ୫୫ ଦିନ ମଧ୍ୟରେ ନେମ୍ ପ୍ଲେଟ୍ ଓଡ଼ିଆରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଯଦି ଏହି ୫୫ ଦିନ ପାର କରିଗଲା ତାହାଲେ ୫୬ ଦିନ ପାଖରୁ ଆପଣଙ୍କୁ ଦିନକୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+