ମନମୋହନଙ୍କ ବଡ଼ ବୟାନ: କହିଲେ ଓଡ଼ିଶାରେ ଏକାକି ଲଢିବ ବିଜେପି

Big Breaking: ହେବ ନାହିଁ ମେଣ୍ଟ ! ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲଙ୍କର ବଡ଼ ବୟାନ । କହିଲେ, ଓଡ଼ିଶା ବିଜେପି ଏକାକି ଲଢିବ । ସେ ଆହୁରି କହିଛନ୍ତି, ଓଡ଼ିଶାର ଅସ୍ମିତା ନେଇ ନିର୍ବାଚନ ଲଢିବ ବିଜେପି । ରାଜ୍ୟରେ ଏକାକି ଲଢିବ ଏବଂ ସରକାର ଗଢିବ ବିଜେପି ବୋଲି ମନମୋହନ ସାମଲ କହିଛନ୍ତି ।

BJP

ଆଜି ଗଣମାଧ୍ୟକୁ ସୂଚନା ଦେଇ ମନମୋହନ ସାମଲ କହିଛନ୍ତି, ମୁଁ ବାରମ୍ବାର କହି ଆସୁଛି ଓଡ଼ିଶା ବିଜେପି ସରକାର ଗଠନ କରିବ । ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର ଗଠନ କରିବୁ । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଦିନରେ ବିଜେପି ରାଜ୍ୟରେ ଏକାକି ନିର୍ବାଚନ ଲଢିବ ଏବଂ ମେଣ୍ଟ ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+