Big Breaking: ବରଗଡ଼ ଧନୁଯାତ୍ରା ପାଇଁ ଭୁବନେଶ୍ୱର ପ୍ରଧାନ ନୂଆ କଂସ
ବରଗଡ଼ ଧନୁଯାତ୍ରା ପାଇଁ ଭୁବନେଶ୍ୱର ପ୍ରଧାନ ନୂଆ କଂସ। ଆଜିର ଚୟନ ପ୍ରକ୍ରିୟାରେ କଂସ ଭୂମିକା ପାଇଁ ମନୋନୀତ । ବରଗଡ଼ ଧନୁଯାତ୍ରାରେ କୃଷ୍ଣ, ବଳରାମ ନୁହେଁ ବରଂ କଂସ ହିଁ ମୁଖ୍ୟ ଆକର୍ଷଣ । କଂସ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ଧନୁଯାତ୍ରା ଆରମ୍ଭର ପ୍ରଥମବର୍ଷ ବିନ୍ଦୁରଥଙ୍କୁ କଂସ ଭୂମିକା ପାଇଁ ଚୟନ କରାଯିବା ସହ ପ୍ରାଣବନ୍ଧୁ କରଙ୍କୁ କୃଷ୍ଣ ଓ ପୂର୍ବତନ ବିଧାୟକ ମୁରାରୀ ପ୍ରସାଦ ମିଶ୍ରଙ୍କୁ ବଳରାମ ଭୂମିକା ପାଇଁ ଚୟନ କରାଯାଇଥିଲା ।













Click it and Unblock the Notifications