Get Updates
Get notified of breaking news, exclusive insights, and must-see stories!

ସରକାରଙ୍କ ବଡ଼ ଘୋଷଣା,ଡିସେମ୍ବର ୩୧ ସୁଦ୍ଧା ନୂଆ ପଞ୍ଚାୟତ

ଓଡ଼ିଶାରେ ନୂତନ ପଞ୍ଚାୟତ, ବ୍ଲକ ଓ ଜିଲା ଗଠନ ପାଇଁ ସୀମା ନିର୍ଧାରଣ କାର୍ଯ୍ୟ ଡିସେମ୍ବର ୩୧, ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ରାଜସ୍ୱ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ନୂତନ ଜନଗଣନା ପୂର୍ବରୁ ଏହି ପ୍ରକ୍ରିୟା ସରିବ।

odisha

ଏହି ପ୍ରକ୍ରିୟାରେ ଜିଲା, ସବଡିଭିଜନ, ତହସିଲ ଓ ରାଜସ୍ୱ ଗାଁର ସୀମାରେ ପରିବର୍ତ୍ତନ କରାଯିବ। ରାଜସ୍ୱ ବିଭାଗ ଏହି ସୀମା ନିର୍ଧାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହା ଆଗାମୀ ପ୍ରଶାସନିକ ଓ ଜନଗଣନା ପ୍ରକ୍ରିୟାକୁ ସହଜ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+