Get Updates
Get notified of breaking news, exclusive insights, and must-see stories!

Odisha Municipal Election: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସମ୍ବଲପୁର, ରାଉରକେଲା, ଓ ପୁରୀରେ ପୁଣି ପୌର ନିର୍ବାଚନ

Odisha Municipal Election: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପୁଣି ହେବ ପୌର ନିର୍ବାଚନ । ସମ୍ବଲପୁର, ରାଉରକେଲା, ଓ ପୁରୀରେ ପୁଣି ପୌର ନିର୍ବାଚନ ହେବା ନେଇ ମୋହନ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ, ହାଇକୋର୍ଟର ଶୁଣାଣି ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।

odisha municipal election

ସେ ଆହୁରି କହିଛନ୍ତି ପୌର ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ ହୋଇସାରିଛି । ସୂଚନାଥାଉ ଯେ, ଗତ ୧୧ ବର୍ଷ ହେବ ପୌର ନିର୍ବାଚନ ବନ୍ଦ ଥିଲା । ବର୍ତ୍ତମାନ ପୁଣି ନିର୍ବାଚନ ହେବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+