ଆଇନମନ୍ତ୍ରୀ ବଡ଼ ବୟାନ, ଶ୍ରୀମନ୍ଦିରରେ ଲାଗୁହେବ.....

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବେଆଇନ୍ ଭାବରେ ଜବରଦଖଲକାରୀ ବିରୋଧରେ ଏତଲା କ୍ଷ ପୁରୀ ମାଟିତୋଟା ମୌଜାରେ ଥିବା ଶ୍ରୀ ଜଗନ୍ନାଥଙ୍କ ଜମି ବେଆଇନ ଭାବେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି । ଏନେଇ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳୀସାହି ଥାନାରେ ଏତଲା ଦାଖଲ ଦିଆଯାଇଛି ।

ଏପଟେ ଶ୍ରୀମନ୍ଦିରକୁ ନେଇ ଆଇନମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି, ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ରଖାଯାଇଥିବା ବେଳେ ତାହା ମନ୍ଦିରର କୌଣସି କାମରେ ଲାଗୁନାହିଁ । ତେଣୁ ଜବରଦଖଲ ହୋଇଥିବା ଜମିକୁ କିଭଳି ଉଦ୍ଧାର କରାଯିବ ତା ଉପରେ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ ।

prithviraj harichandan

ଏହାସହ ଶ୍ରୀମନ୍ଦିରରେ କାର୍ଯ୍ୟରତ ସମସ୍ତଙ୍କ ପାଇଁ ସରକାର ୟୁନିଫର୍ମ ପଲିସୀ ଆଣିବାକୁ ଯାଉଥିବା କଥା ସେ ସୂଚନା ଦେଇଛନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ପର୍ଯ୍ୟାୟକ୍ରମେ ୟୁନିଫର୍ମ ପଲିସୀ ଲାଗୁ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିରରେ ୧୦ ହଜାର କୋଟି ଟଙ୍କା କପର୍ସ ଫଣ୍ଡ ଗଠନ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ରାଜ୍ୟର ସମସ୍ତ ମନ୍ଦିରରେ ନୀତିକାନ୍ତି ପାଇଁ ସ୍ୱବନ୍ଦୋବସ୍ତ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+