ବଡ଼ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ୩ ବାଇକ ଆରୋହୀ ମୃତ୍ୟୁ, ଯାତାୟାତ ପ୍ରଭାବିତ

ସୁନ୍ଦରଗଡ଼: ଟ୍ରକ୍‌ ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ । ଭସ୍ମା ଥାନା ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ଦୁର୍ଘଟଣା ହୋଇଛି । ଉତ୍ତ୍ୟକ୍ତ ଲୋକଙ୍କ ପାୱାର ପ୍ଲାଣ୍ଟ ନିକଟରେ ରାସ୍ତା ରୋକ କରିଛନ୍ତି । ସୁନ୍ଦରଗଡ଼- ଦର୍ଲ୍ଲିପାଲି ରାସ୍ତା ସହ ପ୍ଲାଣ୍ଟକୁ ଯାତାୟାତ ପ୍ରଭାବିତ ହୋଇଛି ।

big accident
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+